ଏମିତି ହେଉଛି ରାଜଧାନୀର ସୌନ୍ଦର୍ଯ୍ୟୀକରଣ: ଡିଭାଇଡର୍‌ରୁ ଗଛ ଉଭାନ

କିଛି ମରିଗଲା, କିଛି ଖାଇଦେଲେ ବୁଲାଗାଈ ଚନ୍ଦ୍ରଶେଖରପୁର: ରାଜଧାନୀ ରାଜରାସ୍ତାର ସୌନ୍ଦର୍ଯ୍ୟୀକରଣ ପାଇଁ ଡିଭାଇଡର୍‌ରେ ଲଗା ଯାଇଥିବା ଗଛସବୁ ଉଭାନ୍‌ ହୋଇଯାଇଛି। କାଁ ଭାଁ କିଛି ସ୍ଥାନକୁ ବାଦ ଦେଲେ, ବାକି ବହୁ ଅଂଶରେ ଗଛ ନାହିଁ। କିଛି ଗଛ ପାଣି ବିନା ଶୁଖି ଶୁଖି ମରି ଯାଉଥିବାବେଳେ ଆଉ କିଛି ରକ୍ଷଣାବେକ୍ଷଣ ଅଭାବରୁ ବୁଲା ଗୋରୁଙ୍କ ଆହର ପାଲଟି ଯାଇଛି। ତେଣୁ ସହରର ସବୁଜିମା ପାଇଁ ବ୍ୟୟ କରାଯାଇଥିବା … Continue reading ଏମିତି ହେଉଛି ରାଜଧାନୀର ସୌନ୍ଦର୍ଯ୍ୟୀକରଣ: ଡିଭାଇଡର୍‌ରୁ ଗଛ ଉଭାନ